#ଭୁବନେଶ୍ୱର_ଏମ୍ସରେ_ଉଦଘାଟିତ_ହୋଇଛି_ଇକମୋ_ମେସିନ !
ଏମ୍ସର ନବମ ପ୍ରତିଷ୍ଠା ଦିବସରେ ଏହାକୁ ଉଦଘାଟନ କରିଛନ୍ତି ସଂସ୍ଥାନର ନିର୍ଦ୍ଦେଶିକା । ଆସନ୍ତା ଏକ ସପ୍ତାହ ଭିତରେ ଏମ୍ସରେ ଇକମୋ ଚିକିତ୍ସା ସେବା ଆରମ୍ଭ କରିବା ପାଇଁ ଯୋଜନା ଥିବା ବେଳେ ରୋଗୀ ଚିହ୍ନଟ ପାଇଁ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର ଏସଓପି
#ArgusNews #Odisha #ArgusNewsTV #Bhubaneswar #AIIMS #ECMO